ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏବେ ଚାଲିଛି ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ ମେଳା । ଏଥିରେ ବୁଡ଼ ପକାଇବା ପାଇଁ ଚାରିଆଡୁ କୋଟି କୋଟି ଶ୍ରଦ୍ଧାଳୁ ଛୁଟି ଆସୁଛନ୍ତି । ଏହାରି ଭିତରେ କିଛି ବିରଳ ଦୃଶ୍ୟ ସାମ୍ନାକୁ ଆସିଛି । ମା’ଙ୍କ ସ୍ୱପ୍ନ ପୂରା କରିବାକୁ ପୁଅ କିଭଳି ଶ୍ରବଣ କୁମାର ସାଜିଛନ୍ତି ତାହା ଦେଖିବାକୁ ମିଳିଛି ।
Read More >