ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ ସ୍ତରୀୟ କାର୍ଯ୍ୟକର୍ତ୍ତା ନିଯୁକ୍ତି କରିଛି । ମୋଟ ୮୯ ଜଣଙ୍କୁ ଉପ ସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ରହିଛନ୍ତି । ବାଲେଶ୍ୱରର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ବିଜେଡ଼ି ଉପ-ସଭାପତି ହୋଇଛନ୍ତି ।
Read More >