ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୀଷଣ ଯୁଦ୍ଧ ଏକ ନୂଆ ଏବଂ ଅଧିକ ଘାତକ ମୋଡ଼ ନେଇଛି। ଯୁଦ୍ଧର ୪ ବର୍ଷ ପୂର୍ତି ପାଖାପାଖି ହୋଇଥିବାବେଳେ ୟୁକ୍ରେନ ପକ୍ଷରୁ ରୁଷ ଅଭ୍ୟନ୍ତରରେ ଏଯାବତର ଅତି ଭୟଙ୍କର ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସବୁଠାରୁ ବଡ଼ କଥା ହେଲା, ୟୁକ୍ରେନୀୟ ସେନା ରୁଷ ସୀମା ଭିତକୁ ପ୍ରାୟ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ପ୍ରବେଶ କରି ଏହି ଆକ୍ରମଣକୁ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି।
Read More >