ଭୁବନେଶ୍ୱର: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ସୁଶାନ୍ତ ସିଂଙ୍କର ପରଲୋକ ହୋଇଛି । ସୋମବାର ଭୋରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଦେହତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା । Read More >
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରି ଗ୍ରାମପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଚାମେଲିଙ୍କୁ ଗାଦିଚ୍ୟୁତ କରିବାକୁ ଆରମ୍ଭ ହୋଇଛି ଯୋଜନା । ଚାମେଲିଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । Read More >
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ଏ ନେଇ ବିଟ୍ଟୁ ନିଜେ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଛନ୍ତି । Read More >
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ତଦନ୍ତ ଫାଇଲ୍ ହଜିବା ଘଟଣାରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ମାମଲାରେ ଚାରି ଚାରି ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କୁ ନୋଟିସ୍ ପରେ ଚର୍ଚ୍ଚା ଜୋର ଧରିଛି । Read More >
ନୂଆଦିଲ୍ଲୀ: ମହିଳା ସାଂସଦଙ୍କ ପ୍ରତି ଅପମାନଜନକ ଟିପ୍ପଣୀ କରିବା ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ଥ ହୋଇଛି । ଆଉ ମୌସୁମୀ ଅଧିବେଶନରେ ଭାଗ ନେଇ ପାରିବେ ନାହିଁ କଲ୍ୟାଣ ବାନାର୍ଜୀ । Read More >
ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ଏବଂ କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନ ପାଇଁ ଏବେ ଜାତୀୟ ରାଜଧାନୀଠାରୁ ଆରମ୍ଭ କରି ପ୍ରତି ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ସିଜେପିର ଛାତ୍ର ଆନ୍ଦୋଳନରେ ଏବେ ସମସ୍ତ ବିରୋଧୀ ଦଳ ରାଜନୈତିକ ରୁଟି ସେକିବା ଆରମ୍ଭ କରି ଦେଇଛନ୍ତି Read More >
ନୂଆଦିଲ୍ଲୀ: NEET ପରୀକ୍ଷା ଅନିୟମିତତା, ଛାତ୍ର ବିକ୍ଷୋଭ ଓ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରୁଥିବା ବେଳେ, ଦିଲ୍ଲୀ ରାଜନୀତିରେ ଏକ ବଡ଼ ଏବଂ ଅପ୍ରତ୍ୟାଶିତ ଘଟଣାକ୍ରମ ଦେଖିବାକୁ ମିଳିଛି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦ ପୱାର)ର Read More >
ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସଦର ମୌସୁମୀ ଅଧିବେଶନ ସମୟରେ କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ହାତବାରିସି ଭାବେ ବ୍ୟବହାର କରି ଗୃହରେ Read More >
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆଜି ଖଣ୍ଡଯୁଦ୍ଧ । ଗୋଟିଏ ପଟେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ସେପଟେ ନୂତନ କରି ଗଢ଼ି ଉଠିଥିବା କକ୍ରୋଚ ଜନତା ପାର୍ଟୀ (ସିଜେପି) “ସଂସଦ ଚାଲ” ଡାକରା ଦେଇଛି । Read More >
ନୂଆଦିଲ୍ଲୀ: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଯାହା ଆଶା କରାଯାଉଥିଲା ତାହାଁହି ପ୍ରଥମ ଦିନରେ ପ୍ରତିଫଳିତ ହୋଇଛି । ଗୃହ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ପ୍ରଥମାର୍ଦ୍ଧ ଧୋଇଯାଇଛି । ବାଚସ୍ପତି ଗୃହ କାର୍ଯ୍ୟକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । Read More >
ଲଣ୍ଡନ: ଲର୍ଡସର ଐତିହାସିକ ମୈଦାନରେ ରୋମାଞ୍ଚକର କ୍ରିକେଟ୍ ମହାସମର। ରନ୍ ପାହାଡ଼ର ପିଛା କରି ଇତିହାସ ରଚିବା ଦ୍ୱାରଦେଶରେ ପହଞ୍ଚି ମଧ୍ୟ ନିରାଶ ହେବାକୁ ପଡ଼ିଛି ଟିମ୍ ଇଣ୍ଡିଆକୁ। ରୋହିତ ଶର୍ମାଙ୍କ ସାହସିକ ଶତକ ଏବଂ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ Read More >
ଭୁବନେଶ୍ୱର: ଅନ୍ୟ ରାଜ୍ୟ ପରି ଓଡିଶାରେ ମଧ୍ୟ ଶାସକ ବିଜେପିରେ ଜଣେ ପରେ ଜଣେ ନେତା ଓ ଶହ ଶହ କର୍ମୀ ମିଶିବାରେ ଲାଗିଛନ୍ତି । ବିଜେଡିର ଅନେକ ରାଜ୍ୟସଭା ସଦସ୍ୟ ଦଳ ଛାଡି ବିଜେପିରେ ମିଶି Read More >
ରାମ ଚରଣଙ୍କ Wrist ସର୍ଜରୀ, ‘ପେଦ୍ଦି’ ସୁଟିଂ ସମୟରେ ଲାଗିଥିଲା ଆଘାତ, ଜାଣନ୍ତୁ ଆକ୍ଟରଙ୍କ ହେଲ୍ଥ ଅପଡେଟ୍
ଭାରତୀୟ ସିନେମାହଲରେ ହଲିଉଡ୍ ଫିଲ୍ମ 'ଦି ଓଡିସି'ର ରାଜ୍, ୧୦ ଦିନରେ ବିଶ୍ୱବ୍ୟାପୀ କଲା ୬୦୦୦ କୋଟିର କାରବାର!
FIR ଫେରସ୍ତ ନହେଲେ ପୁଣି ହେବ ଆନ୍ଦୋଳନ… CJP ର ସରକାରଙ୍କୁ ଅଲ୍ଟିମେଟମ୍, ଛାତ୍ରଙ୍କ ସମର୍ଥନରେ କପିଲ ସିବଲ୍
ହତ୍ୟାରୁ ଦୁଷ୍କର୍ମ ପର୍ଯ୍ୟନ୍ତ ଅଭିଯୋଗ… CJP ଆନ୍ଦୋଳନରେ ସାମିଲ ଥିଲେ ୨୮୭୩ ଜଣ ଅପରାଧୀ, ଦିଲ୍ଲୀ ପୋଲିସର ଚାଞ୍ଚଲ୍ୟକର ଖୁଲାସା