ରାଜ୍ୟ ବିଜେପିର ସଭାପତି ଆସନରେ ବସିଛନ୍ତି ମନମୋହନ ସାମଲ । ବିଜେପି ସାଙ୍ଗଠନିକ ନିର୍ବାଚନ ଅଧିକାରୀ ସଞ୍ଜୟ ଜୟସ୍ୱାଲ ସଭାପତି ପଦ ପାଇଁ ମନମୋହନଙ୍କ ନାମକୁ ଆନୁଷ୍ଠାନିକଭାବେ ବିଜୟୀ ଘୋଷଣା କରିଛନ୍ତି । ସର୍ବାଧିକ ଚତୁର୍ଥ ଥର ସଭାପତି ହେବାର ଗୌରବ ଅର୍ଜନ କରିଛନ୍ତି । ମନମୋହନ ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ୨୦୨୮ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ନିର୍ବାହ କରିବେ । Read More >
ଭୁବନେଶ୍ୱର: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ପଦ ପାଇଁ ଚିତ୍ର ସ୍ପଷ୍ଟ ହୋଇସାରିଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସୋମବାର ଅପରାହ୍ନ ୩ଟା ୧୫ ମିନିଟରେ ବରିଷ୍ଠ ନେତୃବୃନ୍ଦଙ୍କ ଗହଣରେ ନାମାଙ୍କନ ଭରିଛନ୍ତି ମନମୋହନ ସାମଲ । ରାଜ୍ୟ ଓ କେନ୍ଦ୍ରରୁ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ସଞ୍ଜୟ ଜୟସ୍ୱାଲଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ମନମୋହନ । Read More >
ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ ବିଜେପିକୁ ମିଳିବା ତାର ନୂଆ ସଭାପତି । ସେଥିପାଇଁ ଆଜି ନାମାଙ୍କନ ଦାଖଲ ହେବ । ଦିନ ୧୨ଟା ୩୦ରୁ ଅପରାହ୍ନ ୩ଟା ୩୦ ପର୍ୟ୍ୟନ୍ତ ଇଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ଭରିବେ । ଅପରାହ୍ମ ୪ଟା ୩୦ରେ ଚୂଡ଼ାନ୍ତ ସୂଚୀ ପ୍ରକାଶ ପାଇବ । ଏହାପରେ ନିର୍ବାଚନ ଚିହ୍ନ ବଣ୍ଟନ କରାଯିବ । ଆସନ୍ତାକାଲି ନିର୍ବାଚନ ହୋଇ ଫଳାଫଳ ଘୋଷଣା ହେବ । ଯଦି ସହମତି ଭିତ୍ତିରେ ଦଳ ଜଣଙ୍କ ନାଁ ଘୋଷଣାକରେ ତେବେ ନିର୍ବାଚନ ହେବାର ଆବଶ୍ୟକତା ନାହିଁ । ଯଦି ଏକରୁ ଅଧିକ ପାର୍ଥୀ ନାମାଙ୍କନ ଭରିବେ ତେବେ ନିର୍ବାଚନ ହେବ । Read More >
କେନ୍ଦ୍ରାପଡ଼ା: ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାରେ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ରଥଟଣା ବିଭ୍ରାଟ ପୁନରାବୃତ୍ତି ହୋଇଛି । ତିନି ଦିନ ହେଲାଣି ମନ୍ଦିରରେ ପହଁଚିପାରୁନି ବ୍ରହ୍ମତାଳଧ୍ୱଜ ରଥ । ବାରମ୍ବାର ରଥ ମୋଡ଼ ନେଉଥିବା ରଥ ଟଣା ବାଧାପ୍ରାପ୍ତ ହେଉଛି । ଆଜି ତୃତୀୟ ଦିନରେ ରଥ ଟଣା ହେବାର ରହିଛି । Read More >
ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଗରିବଙ୍କ ବଢୁଥିବା ସଂଖ୍ୟାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଧନ କିଛି ବିତ୍ତଶାଳୀ ଲୋକଙ୍କ ହାତରେ କେନ୍ଦ୍ରୀତ ହେଉଛି । ନାଗପୁରରେ ଏକ କାର୍ଯ୍ୟକ୍ରମରେ Read More >
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଏହା ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ଆଜି ରାଜ ଠାକରେ ଓ ଉଦ୍ଧବ ଠାକରେ ମିଳିତ ରାଲି Read More >
ଏହି ତାଲିକାରେ ୪ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିବରାଜ ସିଂହ ଚୌହ୍ୱାନ, ମନୋହର ଲାଲ ଖଟ୍ଟର ଓ ନିର୍ମଲା ସୀତାରମଣ ଏବଂ ଦଳର ଦୁଇ ଅଭିଜ୍ଞ ନେତ୍ରୀ ଡି.ପୁରନ୍ଦେଶ୍ୱରୀ ଓ ବନାଥୀ ଶ୍ରୀନିବାସନ ନାମ ସାମିଲ ରହିଛି । Read More >
ଗୋରଖପୁର: ନକଲି କାଗଜପତ୍ର ଆଧାରରେ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପାଇବା ଏବଂ ଏହାର ଅପବ୍ୟବହାର କରିବା ମାମଲାରେ ସୁଲତାନପୁର ସମାଜବାଦୀ ପାର୍ଟିର ସାଂସଦ ରାମ ଭୂଆଲ ନିଶାଦଙ୍କ ପାଇଁ ସମସ୍ୟା ବଢ଼ିଛି। Read More >
ମହାରାଷ୍ଟ୍ରର ପ୍ରାଥମିକ ବିଦ୍ୟାଳୟରେ ହିନ୍ଦୀ ଭାଷାର ବାଧ୍ୟତାମୂଳକ ଶିକ୍ଷା ସମାପ୍ତ କରିବାର ନିଷ୍ପତ୍ତି ନେଇ ଶନିବାର ମୁମ୍ବାଇର ୱର୍ଲିସ୍ଥିତ ଜାତୀୟ କ୍ରୀଡା କମ୍ପ୍ଲେକ୍ସର ଗମ୍ବରେ ଶିବସେନା Read More >
ଜେଡିୟୁ ମୁଖପାତ୍ର ଏବଂ ଏମଏଲସି ନୀରଜ କୁମାର କହିଛନ୍ତି ଯେ ଝିଅ ଏବଂ ମହିଳାମାନେ ସମ୍ମାନ ଏବଂ ସମ୍ମାନର ପ୍ରତୀକ । ଆପଣ ନିଜର ମୁହଁକୁ ପ୍ରତୀକ ଭାବରେ ରଖନ୍ତି । ରାଜନୀତିରେ ଯାହାକୁ ଆଦର୍ଶଗତ ଦାରିଦ୍ର୍ୟ କୁହାଯାଏ, ପରିସ୍ଥିତିକୁ ବୁଝିବାର ଅଭାବ । ଏହା ଆରଜେଡି ଭଳି ଦଳର ସଙ୍ଗତିର ପ୍ରଭାବ ବୋଲି ଆରଜେଡ଼ି କହିଛି । । Read More >
ଭୁବନେଶ୍ୱର: ବାହୁଡ଼ା ଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଐତିହାସିକ ଘୋଷଣା କରିଛନ୍ତି । ପୁରୀ ପୌରପାଳିକା ମହାନଗର ନିଗମରେ ପରିବର୍ତ୍ତନ ହେବ । ଏହା ସହିତ ପୁରୀରେ ପ୍ରତିଷ୍ଠା ହେବ ଶ୍ରୀଜଗନ୍ନାଥ ମ୍ୟୁଜିୟମ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । Read More >
ଭୁବନେଶ୍ୱର: ଖୁବ୍ ଶୀଘ୍ର ରାଜ୍ୟ ଭାରତୀୟ ଜନତା ପାର୍ଟୀକୁ ମିଳିବ ନୂତନ ମଙ୍ଗୁଆଳ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୬ ତାରିଖରେ ବିଜେପି ରାଜ୍ୟ ସଭାପତି ପଦ ପାଇଁ ଦଳ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । Read More >
ଅପରେସନ ସିନ୍ଦୂରରେ ପାକିସ୍ତାନ ଭାରତର କେତୋଟି ରାଫେଲ ଖସାଇଛି ? ଖୁଲାସା କଲା କମ୍ପାନି
ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଡାକ୍ତର
ଅଗଷ୍ଟ ମାସରେ ରତ୍ନଭଣ୍ଡାର ଅଳଙ୍କାର ଗଣତି
ରାମ ମନ୍ଦିରର ପ୍ରତିକୃତିଠୁ ମଧୁବନଣୀ କଳା ଯାଏ, ୫ଟି ଦେଶକୁ ଗସ୍ତ ସମୟରେ କ’ଣ ଉପହାର ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ