ଆଜି ବରଗଡ଼ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ତାଙ୍କୁ କାର୍ଯ୍ୟକର୍ତ୍ତା ମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ । ଏହିଅବସରରେ ସେ ପ୍ରଧାନମନ୍ତ୍ରୀ ଙ୍କ ସୁଶାସନ, ନୀତି ଏବଂ ଜନକଲ୍ୟାଣକାରୀ ଯୋଜନାକୁ ଘର ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମେ ଆହୁରି ପରିଶ୍ରମ କରିବା ନେଇ ବାର୍ତା ଦେଇଛନ୍ତି ।
Read More >