Read More >
ନୂଆଦିଲ୍ଲୀ: ଭାରତ ଏକ ଧର୍ମଶାଳା (ମାଗଣା ଆଶ୍ରୟସ୍ଥଳ) ନୁହେଁ ଯାହା ସାରା ବିଶ୍ୱର ଶରଣାର୍ଥୀଙ୍କୁ ଆଶ୍ରୟ ଦେଇପାରିବ । ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ଆଶ୍ରୟ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଏପରି କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । Read More >
ଭାରତୀୟ ନୌସେନା ପାଇଁ ଆଣ୍ଚି ସବମରିନ୍ ୱାରଫେୟାର ତିଆରି କରିବ ଗୌତମ ଆଦାନିଙ୍କ କଂମାନୀ 'ଆଦାନି ଡିଫେନ୍ସ ଆଣ୍ଡ ଏରୋସ୍ପେସ' । ଏହା ପାଇଁ ଆମେରିକା ଭିତ୍ତିକ କମ୍ପାନୀ ସ୍ପାର୍ଟନ ସହ ଚୁକ୍ତି କରିଛି ଆଦାନି । ଏପର୍ଯ୍ୟନ୍ତ ଏହି ସିଷ୍ଟମ ପାଇଁ ଅନ୍ୟ ଦେଶର ବଜାର ଉପରେ ନିର୍ଭରଶୀଳ ହେଉଥିଲା ଭାରତ ଏହି ଚୁକ୍ତି ଦ୍ବାର ଏବେ ଭାରତରେ ଏହି ସିଷ୍ଟମ ତିଆରି କରିବାକୁ ଯାଉଛି । Read More >
ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିବା ମଧ୍ୟ ପ୍ରଦେଶର ମନ୍ତ୍ରୀ ବିଜୟ ଶାହଙ୍କ ମାମଲାରେ ସୁପ୍ରିମକୋର୍ଟ ଏସଆଇଟି Read More >
ଆଜି (ସୋମବାର) ହିମାଚଳ ପ୍ରଦେଶରେ ଭୂକମ୍ପ ହୋଇଛି । ରାଜ୍ୟର ଚମ୍ପା ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଏହି ଭୂମିକମ୍ପ ସକାଳ ୧୦:୪୪ ରେ ହୋଇଥିଲା Read More >
ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭାରତୀୟ ସେନା ପାକିସ୍ତାନକୁ ଚିତ୍ କରିବା ପରେ ବି ଏହି ପଡୋଶୀ ଦେଶର ମୁହଁଟାଣ ଯାଇନି । ଏହା ମଧ୍ୟରେ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ, ଲଢେଇ ସମୟରେ ଚୀନ ପାକିସ୍ତାନ ପାଇଁ ଭାରତର ଗୁଇନ୍ଦାଗିରି Read More >
ନୂଆଦିଲ୍ଲୀ: ଅଶୋକା ବିଶ୍ୱ ବିଦ୍ୟାଳୟର ସହାୟକ ପ୍ରଫେସର ତଥା ରାଜନୀତି ବିଜ୍ଞାନର ପ୍ରମୁଖ ଅଲୀ ଖାନ ମହମୁଦାବାଦଙ୍କୁ ଦେଶବିରୋଧୀ ବୟାନ ପାଇଁ ଗିରଫ କରାଯାଇଛି । ତେବେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ଶୁଣାଣି କରିବାକୁ Read More >
ଭାରତ ଓ ପାକିସ୍ତାନ ମଧ୍ୟରେ ଗତମାସ ୨୨ ତାରିଖ ଠାରୁ ଉତ୍ତେଜନା ଜାରି ଥିବା ବେଳେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପୂରା ବିଶ୍ବରେ ଚର୍ଚ୍ଚାର ପରିସରକୁ... Read More >
ନୂଆଦିଲ୍ଲୀ: ଆତଙ୍କବାଦ ବିରୁଦ୍ଧରେ ଭାରତୀୟ ସେନାର ଅପରେସନ୍ ସିନ୍ଦୂର ପରେ ରକ୍ତମୁଖା ହୋଇପଡ଼ିଥିଲା ପଡ଼ୋଶୀ ଦେଶ ପାକିସ୍ତାନୀ । ଯାହାର ପ୍ରତିଶୋଧ ନେବାକୁ ଯାଇ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକୁ ନିଶାଣ କରାଯାଇଥିଲା । ତେବେ ପାକିସ୍ତାନୀ ସେନା ଟାର୍ଗେଟର କୌଣସି ସଠିକ୍ ଲକ୍ଷ୍ୟ ନ ଥିଲା । ବରଂ ଭାରତୀୟ ବାୟୁସେନାର ଏୟାରବେସ୍ ସହିତ ସାଧାରଣ ଜନତାଙ୍କୁ ଟାର୍ଗେଟ୍ କରାଯାଇଥିଲା । ବିଶେଷ କରି ଧାର୍ମିକ ସ୍ଥଳଗୁଡ଼ିକୁ ଲକ୍ଷ୍ୟ କରି ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ କରିଥିଲା ପାକ୍ । ପଞ୍ଜାବ ଅମ୍ରିତସର ସ୍ୱର୍ଣ୍ଣ ମନ୍ଦିର ମଧ୍ୟ ପାକିସ୍ତାନୀ ସେନାର ଟାର୍ଗେଟରେ ଥିଲା ବୋଲି ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ ଖୁଲାସା କରିଛନ୍ତି । Read More >
ଆଇଏସ୍ଆଇ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ଅଭିଯୁକ୍ତ ନୋମାନ ଇଲାହିକୁ ଗିରଫ କରାଯାଇଛି। ସେ ମାତ୍ର ୧୭ ବର୍ଷ ବୟସରୁ ପାକିସ୍ତାନ ପାଇଁ ... Read More >
‘ଅପରେସନ ସିନ୍ଦୂର’ ମାଧ୍ୟମରେ ଭାରତ ସମଗ୍ର ବିଶ୍ୱକୁ ଏହାର ପ୍ରତିରକ୍ଷା ଶକ୍ତିର ପରିଚୟ କରାଇଛି। ଏହି ସମଗ୍ର ଅପରେସନରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯେପରି ଆତଙ୍କବାଦ ବିରୁଦ୍ଧରେ... Read More >
ମୁମ୍ବାଇ: ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଶବଦାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ନିଜେ ଶବ ହୋଇଗଲେ । ସୋମବାର ସକାଳେ ରତ୍ନଗିରି ଜିଲ୍ଲା ଦେଇ ଯାଇଥିବା ମୁମ୍ବାଇ-ଗୋଆ ଜାତୀୟ ରାଜପଥ ଉପରୁ ଏକ କାର୍ ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । କାରରେ ଥିବା ଯାତ୍ରୀମାନେ ଏକ ଶବଦାହ କାର୍ଯ୍ୟରେ ଯୋଗଦେବାକୁ ମୁମ୍ବାଇରୁ ଦେବରୁଖ ଯାଉଥିବାବେଳେ ଏଭଳି ଏକ ମର୍ମୁନ୍ତଦ ସଡ଼କ ଦୁର୍ଘଟଣାର ଶୀକାର ହୋଇଥିବା ଜଣାପଡ଼ିଛି । Read More >
ଖୁବ୍ ଶୀଘ୍ର ପୁରୀ ଆସି ତଦନ୍ତ କରିବ ଏନ୍ଆଇଏ, ପ୍ରିୟଙ୍କା ସେନାପତିଙ୍କୁ ପୁରୀ ନ ଛାଡି ଯିବାକୁ ନିର୍ଦ୍ଦେଶ
ବଲିଉଡ୍ ଅଭିନେତ୍ରୀ ତଥା ବିଗ୍ ବସ୍ ପ୍ରତିଯୋଗୀ ଶିଲ୍ପା ଶିରୋଦକର କୋଭିଡ ସଂକ୍ରମିତ
ବିରାଟ ରେହିତଙ୍କ ଟେଷ୍ଟ କ୍ୟାରିୟରକୁ ସମ୍ମାନ ଜଣାଇଲା ଆଇସିସି, 'ଏକ୍ସ'ରେ କଲା ୱାଲପେପର ପରିବର୍ତ୍ତନ
ଭାରତୀୟ ନୌସେନା ପାଇଁ ଆଣ୍ଟି ସବମରିନ ୱାରପେୟାର ସିଷ୍ଟମ ତିଆରି କରିବ ଆଦାନି