ଆଜିର ସମୟରେ ସାବୁନ୍ ବିନା ଗାଧୋଇବା କଥା କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଶହ ଶହ ବର୍ଷ ପୂର୍ବେ ଯେତେବେଳେ ସାବୁନ୍ ନଥିଲା, ସେତେବେଳେ ଭାରତରେ ଲୋକେ ନିଜ ଶରୀରକୁ କିପରି ସଫା କରୁଥିଲେ? ଭାରତୀୟ ସଭ୍ୟତାରେ ସ୍ୱଚ୍ଛତା ପାଇଁ ପ୍ରକୃତିର ସାହାଯ୍ୟ ନିଆଯାଉଥିଲା, ଯାହା ଆଜିର କେମିକାଲ୍ ଯୁକ୍ତ ସାବୁନ୍ ଠାରୁ ଅଧିକ ପ୍ରଭାବଶାଳୀ ଥିଲା।
Read More >