ପ୍ରସିଦ୍ଧ ଇଟାଲୀୟ ଖବରକାଗଜ କୋରିଏର ଡେଲା ସେରା ଏୟାର ଇଣ୍ଡିଆ ବିମାନ ଏଆଇ ୧୭୧ର ମାରାତ୍ମକ ଦୁର୍ଘଟଣା ସମ୍ପର୍କରେ ଏକ ଗମ୍ଭୀର ଦାବି କରିଛି। ଖବରକାଗଜ ଅନୁଯାୟୀ, ଭାରତୀୟ ତଦନ୍ତ ଏଜେନ୍ସିଗୁଡ଼ିକ ସେମାନଙ୍କର ଶେଷ ରିପୋର୍ଟରେ କହିପାରନ୍ତି ଯେ କକପିଟରେ ଥିବା ଜଣେ ପାଇଲଟ୍ ଜାଣିଶୁଣି ଇନ୍ଧନ ସ୍ୱିଚ୍ ବନ୍ଦ କରିବା ଦ୍ୱାରା ଏହି ଦୁର୍ଘଟଣା ଘଟିଥିଲା।
Read More >