ସୀମାନ୍ତ ରାଜ୍ୟ ହୋଇଥିବାରୁ ପଞ୍ଜାବ ବିଭିନ୍ନ ଷଡ଼ଯନ୍ତ୍ର ଓ ଆହ୍ୱାନର ସାମ୍ନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି। ତେବେ ପଞ୍ଜାବ ପୁଲିସ ସକ୍ଷମ ଏବଂ ଏସବୁର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିଛନ୍ତି। Read More >
ଇମ୍ଫାଲ୍: ଦେଶର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ହିଂସା ଏବେ ବି ଥମିବାର ନାଁ ନେଉନାହିଁ। ରାଜ୍ୟର ତାମେଙ୍ଗଲଂ ଏବଂ ନୋନି ଜିଲ୍ଲାରେ ରବିବାର ଦୁଇଟି ଅଲଗା ଅଲଗା ସନ୍ଦିଗ୍ଧ ଉଗ୍ରବାଦୀ ଆକ୍ରମଣରେ Read More >
ପ୍ରତିରକ୍ଷା ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ବଡ଼ ସଫଳତା। DRDO ବିକଶିତ କଲା ସ୍ୱଦେଶୀ GaN ଟେକ୍ନୋଲୋଜି। ସିଲିକନ୍ ତୁଳନାରେ ୩୦୦ ଗୁଣା ଅଧିକ କ୍ଷମତାସମ୍ପନ୍ନ ଏହି ଚିପ୍ ରଡାର୍, ଡ୍ରୋନ୍ ଓ ଇଲେକ୍ଟ୍ରୋନିକ୍ ୱାରଫେୟାରରେ ବ୍ୟବହୃତ ହେବ। Read More >
କୋଲକାତା: ପଶ୍ଚିମବଙ୍ଗରେ ବେଆଇନ ତଥା ଅନୁମୋଦନହୀନ ମଦ୍ରାସାଗୁଡ଼ିକ ବିରୋଧରେ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟସାରା କରାଯାଇଥିବା ଏକ ସର୍ଭେ ପରେ ଆବଶ୍ୟକ ମଞ୍ଜୁରୀ ଓ ମୌଳିକ Read More >
ନୂଆଦିଲ୍ଲୀ: ଦେଶରେ ସମାନ ନାଗରିକ ସଂହିତା (UCC - Uniform Civil Code) ଲାଗୁ କରିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ଘୋଷଣା କରିଛନ୍ତି। ଆଗାମୀ Read More >
ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବଡ଼ ଘୋଷଣା। କମର୍ସିଆଲ୍ ଗାଡ଼ିର ଫିଟ୍ନେସ୍ ଯାଞ୍ଚ ପାଇଁ ଆରମ୍ଭ ହେଲା ଅଟୋମେଟେଡ୍ ଟେଷ୍ଟିଂ ଷ୍ଟେସନ୍। ସମସ୍ତ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ଲାଗିବ କ୍ୟାମେରା। Read More >
ବିହାର ପାଟନାର ଜଣେ ପ୍ରସିଦ୍ଧ କୋଚିଂ ଶିକ୍ଷକ ଖାନ ସାର୍ ଓରଫ ଫୈସଲ ଖାନ ସବୁବେଳେ ବିବାଦରେ ଫସି ରହିଛନ୍ତି। ପ୍ରଥମେ ତାଙ୍କର ରୋଶନ ଆନନ୍ଦଙ୍କ ସହ ବିବାଦ ହୋଇଥିଲା। ତା'ପରେ ପ୍ରାୟ ଏକ ମାସ ପୂର୍ବେ ଉତ୍ତର ପ୍ରଦେଶର ଜଣେ ଝିଅ ପିରବାହୋର ପୋଲିସ ଷ୍ଟେସନରେ ଖାନ ସାର୍ଙ୍କ ବିରୋଧରେ ସୁରକ୍ଷା ଆବେଦନ କରିଥିଲେ। Read More >
ଆମେରିକାର କାଲିଫର୍ନିଆରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସାକ୍ରାମେଣ୍ଟୋରେ ଜଣେ ୩୮ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରାଯାଇଛି। ଅଭିଯୁକ୍ତ ଗତ ବର୍ଷ ଧରି ତାଙ୍କୁ ହଇରାଣ କରି ଆସୁଥିଲା। Read More >
ବ୍ରିକ୍ସ ଶିଖର ସମ୍ମିଳନୀରେ ୨୨ ଏପ୍ରିଲ୍ ୨୦୨୫ରେ ଜମ୍ମୁ କଶ୍ମୀରର ପହଲଗାମ ଆକ୍ରମଣକୁ ନିନ୍ଦା କରାଯାଇଛି ଏବଂ ଘୋଷଣାପତ୍ରରେ ସମସ୍ତ ପ୍ରକାରର ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବାକୁ କୁହାଯାଇଛି। Read More >
ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ପଦ୍ମା ନଦୀରେ ଡଙ୍ଗା ବୁଡ଼ିଯିବା ପରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ୧୦ ଜଣ ବାଂଲାଦେଶୀ ନାଗରିକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ଏକ ଛୋଟ ଶିଶୁ ମଧ୍ୟ ରହିଛି। ପ୍ରବଳ ଢେଉ Read More >
ପୁଣେରେ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ଦୌଡ଼ିବା ସମୟରେ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା ଏବଂ ଏଥିରେ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବୀରେନ୍ଦ୍ର ଦ୍ୱିବେଦୀ। ପାଶାନ୍-ବାବଧାନ ରାସ୍ତାରେ ବୀରେନ୍ଦ୍ର ଦୌଡ଼ିବା ସମୟରେ ଏକ ଦ୍ରୁତଗାମୀ କାର ତାଙ୍କୁ ଧକ୍କା ଦେଇଥିଲା। Read More >
୯/୧୧ ଆକ୍ରମଣର ୨୫ତମ ବାର୍ଷିକୀରେ ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ଦ୍ୱାରା ପ୍ରକାଶିତ ୭୦ରୁ ଅଧିକ ଗୋପନୀୟ ଦଲିଲ୍ ବିଶ୍ୱ ସୁରକ୍ଷା ଇତିହାସର ଏକ ଭୟଙ୍କର ଦିଗକୁ ପ୍ରକାଶ କରିଛି। Read More >
କୋଟି କୋଟି ଟଙ୍କାର ସୁନା, ଆଫିମ ଓ ହେରୋଇନ୍ ଜବତ, ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଅଭିଯାନରେ ୧୭୦୦ରୁ ଅଧିକ ଗିରଫ
କ୍ଷୀର ପରେ ଏବେ ପାଣି ଓ ନୂଆ ଆଇସକ୍ରିମ୍; OMFEDର ବଡ଼ ଏଣ୍ଟ୍ରି, ଖୁବଶୀଘ୍ର ବଜାରକୁ ଆସିବ ନୂଆ ପ୍ରଡକ୍ଟ
ଦକ୍ଷିଣ ଆଫ୍ରିକାରେ ୨ ମିନି ବସ୍ ମୁହାଁମୁହିଁ ଧକ୍କା, ୨୧ ଜଣ ଯାତ୍ରୀ ମୃତ, ଅନେକ ଆହତ
ଦିଶା ସାଲିଆନ୍ଙ୍କ ମୃତ୍ୟୁ ଘଟଣାରେ ଏତଲା ରୁଜୁ କଲା ସିବିଆଇ