ସୋମବାର ଭାରତୀୟ ବାୟୁସେନାରେ ସାମିଲ ହୋଇଛି C-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ଏବେ ଦ୍ବିଗୁଣିତ ହେଲା ବାୟୁସେନାର ଶକ୍ତି । ଶତ୍ରୁ ଉପରେ ନଜର ରଖି ଆକ୍ରମଣ କରିବା ପାଇଁ ସାମିଲ ହେଲା ନୂଆ ଏୟାରକ୍ରାଫ୍ଟ । ଏୟାରବିମାନର ମୁଖ୍ୟ ଏହି ଉତ୍ସବରେ ଯୋଗଦେଇଥିଲେ । ଉତ୍ତରପ୍ରଦେଶର ହିଣ୍ଡନ ଏୟାରଫୋର୍ସ ବେସରେ ଏହି ଏୟାରକ୍ରାଫ୍ଟକୁ ସାମିଲ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। Read More >
ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଣ୍ଟିବେ ନିଯୁକ୍ତିପତ୍ର । ସକାଳ ପ୍ରାୟ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ଦେଶର ପ୍ରାୟ ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ । ଆଉ ୪୬ଟି ସ୍ଥାନରେ ପ୍ରାୟ ୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦିଆଯିବ Read More >
ଚୀନ ସୀମାରେ ଦିନକୁ ଦିନ ଶକ୍ତିଶାଳୀ ହେଉଛି ଭାରତ । ଭାରତ ତାର ଭତ୍ତିଭୂମିକୁ ସୁଦୃଢ଼ କରିବାରେ ମଧ୍ୟ ଲାଗିଛି । ସୀମା ସଡକ ସଙ୍ଗଠନ(ବିଆରଓ)ଙ୍କ ସୂଚନା ଅନୁସାରେ, ଭାରତରେ ଗତ ୩ ବର୍ଷ ମଧ୍ୟରେ ୨୯୫ ପ୍ରକଳ୍ପ ନିର୍ମାଣ ହୋଇଛି । ଗତ କିଛିବର୍ଷ ମଧ୍ୟରେ ଚୀନ ସୀମାରେ ଶକ୍ତିଶାଳୀ ଭିତ୍ତିଭୂମି ନିର୍ମାଣ କରିବାପାଇଁ ପ୍ରାୟ ୩୦୦ ପ୍ରକଳ୍ପ କାର୍ଯ୍ୟ ଲାଗି ୮ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ସୂଚନା ମିଳିଛି Read More >
ଗ୍ୟାଙ୍ଗଷ୍ଟର ମାମଲାରେ ଟ୍ରାଏଲ କୋର୍ଟ ଦେଇଥିବା 10 ବର୍ଷର ଦଣ୍ଡ ଉପରେ ମାଫିଆ ଡନ୍ ମୁଖତାର ଅନସାରୀଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି। ମୁଖତାର ଅନସାରୀଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି। Read More >
ଆଜି ହେଉଛି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ । ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଣ୍ଡିତ ଦୀନଦୟାଲଙ୍କ 72 ଫୁଟର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ । Read More >
ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଜିତିଲା ଭାରତ। ଇନ୍ଦୋର ଦିନିକିଆରେ ଭାରତର ଦମଦାର ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇ ଭାରତ ଦ୍ୱିତୀୟ ଦିନିକିଆ ଜିତିବା ସହ ସିରିଜ କବଜା କରିଛି। ପ୍ର Read More >
ରବିବାର ଗୁଜୁରାଟର ସୁରେନ୍ଦ୍ରନଗର ଜିଲ୍ଲାର ଗୋଟେ ଅଞ୍ଚଳରେ ପୋଲ ଭୁଶୁଡ଼ି ୧୦ଜଣଙ୍କର ଜୀବନ ଚାଲିଯିବା ସହିତ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଗୋଟିଏ ଡମ୍ପର ଓ ଦୁଇଟି ବାଇକ ପୋଲ ଅତିକ୍ରମ କରିବା ସମୟରେ ଘଟିଥିଲା ଏଇ ଅଘଟଣ ଆଉ ଚାଲିଯାଇଥିଲା ଲୋକଙ୍କ ଜୀବନ Read More >
ଜାତୀୟ ଅନୁସନ୍ଧାନ ଏଜେନ୍ସି କାନାଡା, ଆମେରିକା, ଦୁବାଇ ସମେତ ଅନେକ ଦେଶରେ ଅବସ୍ଥିତ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଏକ ନୂତନ ତାଲିକା ପ୍ରକାଶ କରିଛି। ଏଥିରେ ୧୯ ଜଣ ଆତଙ୍କବାଦୀଙ୍କ ନାମ ଅନ୍ତର୍ଭୁକ୍ତ, ଯେଉଁମାନେ ଭାରତ ବିରୋଧରେ ପ୍ରଚାର କରୁଛନ୍ତି Read More >
ରାଜସ୍ଥାନରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଲ ବସ ଓ ଟ୍ରକର ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଶନିବାର ରାତିରେ ରାଜସ୍ଥାନର ବାରମେରଠାରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ମଣ୍ଡଳ ସ୍କୁଲର ଛାତ୍ରଛାତ୍ରୀମାନେ ଟୁର୍ଣ୍ଣାମେଣ୍ଟ ଖେଳ ସାରି ଫେରିବା ସମୟରେ ଘଟିଥିଲା ଏହି ଦୁର୍ଘଟଣା । Read More >
ଚାଇନାର ହାଙ୍ଗଜୋ ବର୍ତ୍ତମାନ ଏସିଆନ୍ ଗେମ୍ସର 19 ତମ ସଂସ୍କରଣ ଆୟୋଜନ କରୁଛି | ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଚାଇନାର ହାଙ୍ଗଜୋଠାରେ ଆରମ୍ଭ ହୋଇଯାଇଛି 'ଏସୀୟ କ୍ରୀଡ଼ା ୨୦୨୩' । Read More >
ଶନିବାର ଗୁଜରାଟର ଭଲସାଡର ଏକ ହମ୍ସଫର ଟ୍ରେନରେ ଲାଗିଥିଲା ନିଆଁ । ନିଆଁ ଜେନେରେଟର କମ୍ପାର୍ଟମେଣ୍ଟରୁ ଲାଗି ଯାତ୍ରୀ କୋଚକୁ ମାଡ଼ିଯାଇଥିଲା । ଏହା ପରେ ବଗିଗୁଡିକୁ ଟ୍ରେନରୁ ଅଲଗା କରାଯାଇଥିଲା । ନିଆଁ ଲାଗିବା ଯାତ୍ରୀମାନଙ୍କ ମଧ୍ୟରେ ଏକ ଭୟ ସୃଷ୍ଟି କରିଥିଲା Read More >
ଗୁରୁବାର ବିହାରର ନାଳନ୍ଦା ଜିଲ୍ଲା ଘଟିଛି ଏମିତି ଏକ ଦୁର୍ଘଟଣା । ନାଳନ୍ଦାରେ ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ବର୍ଷା ପ୍ରଭାବରେ ଏମିତି ଏକ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ମୃତ ମହିଳା ଜଣକ ୨ଟି ଛୋଟ ପିଲାଙ୍କୁ ଧରି ଘରର କବାଟ ପାଖରେ ବସିଥିଲେ Read More >
ଆଜି ହେଉଛି "ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ"
ଆଜି ରତ୍ନଭଣ୍ଡାର ମାମଲାର ହେବ ଶୁଣାଣି
ହାତୀ ଆକ୍ରମଣରେ ଜଣେ ମୃତ ୨ ଗୁରୁତର
ମଙ୍ଗଳବାର ଦିନ କରନ୍ତୁ ଏହି କାମ