ବଦଳୁଥିବା ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟାର ଆହ୍ୱାନକୁ ସାମ୍ନା କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ସେନା ଏବଂ ସିଭିଲ୍ ସିଷ୍ଟମ୍ ମଧ୍ୟରେ ଉତ୍ତମ ସମନ୍ୱୟ ଅତ୍ୟନ୍ତ ଜରୁରୀ ବୋଲି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ 'ରାଷ୍ଟ୍ର ପ୍ରଥମ' (Nation First) ର ଭାବନା ସେନା ଏବଂ ସିଭିଲ୍ ଦୁଇ ସେବାର ମିଳିତ ଦାୟିତ୍ୱ। ଯେତେବେଳେ ଲକ୍ଷ ଗୋଟିଏ ଥାଏ, ସେତେବଳେ ସିଷ୍ଟମର ପ୍ରତ୍ୟେକ ବିଭାଗ ଦେଶର ଶକ୍ତି ପାଲଟିଯାଏ। ସୋମବାର, ଅଗଷ୍ଟ ୩ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ୮୫ତମ AFHQ ସିଭିଲିଆନ୍ ସର୍ଭିସେସ୍ ଡେ’ (AFHQ Civilian Services Day) କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରକ୍ଷାମନ୍ତ୍ରୀ ଏହି କଥା କହିଛନ୍ତି।
Read More >