ଭାରତ ହର୍ମୁଜ୍ ପ୍ରଣାଳୀରେ ଥାଇ ପତାକାଯୁକ୍ତ ମାଲବାହୀ ଜାହାଜ, ମୟୂରୀ ନାରି ଉପରେ ଆକ୍ରମଣକୁ ନିନ୍ଦା କରିଛି। ଭାରତ କହିଛି ଯେ ଜାହାଜଟି ଗୁଜୁରାଟର କାଣ୍ଡଲା ବନ୍ଦରକୁ ଯାଉଥିଲା। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରାଯିବାକୁ ଭାରତ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି
Read More >