ମକର ସଂକ୍ରାନ୍ତି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
Khabar Odisha:Modi-wishes-Makar-Sankranti

ନୂଆଦିଲ୍ଲୀ, ଜାନୁଆରୀ ୧୪(ଖବର ଓଡ଼ିଶା): ଆଜି ପୁରା ଦେଶରେ ମକର ପର୍ବର ଧୂନ୍ । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପର୍ବ ରୂପରେ ପାଳନ କରାଯାଉଛି ମକର ସଂକ୍ରାନ୍ତି । ଦକ୍ଷିଣରେ ପୋଙ୍ଗଲ, ଉତ୍ତରରେ ଲୋହରୀ, ପୂର୍ବରେ ମକର ସଂକ୍ରାନ୍ତି ଆଉ ଉତ୍ତର-ପୂର୍ବରେ ବିହୁ ପର୍ବ ଭାବରେ ପାଳନ କରାଯାଉଛି ଆଜିର ଏହି ବିଶେଷ ପର୍ବ ।

ଆଜି ମକର ସଂକ୍ରାନ୍ତି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

  • Tags:

Subscribe

National International State Sports Entertainment