ଭାରତର ଏହି ସବୁ ସ୍ଥାନକୁ ଭ୍ରମଣ କରିବା ପାଇଁ ଭାରତୀୟ ମାନଙ୍କୁ ହିଁ ଅନୁମତି ମିଳେ ନାହିଁ
Khabar Odisha:Indians-are-not-allowed-to-travel-to-India
ନୁଆଦିଲ୍ଲୀ ,ଅକ୍ଟୋବର ୧୭(ଖବର ଓଡ଼ିଶା):

ଭାରତରେ ଏମିତି କିଛି ସ୍ଥାନ ଅଛି ଯେଉଁଠାକୁ ଭ୍ରମଣ କରିବା ପାଇଁ ଭାରତୀୟ ମାନଙ୍କୁ ହିଁ ଅନୁମତି ନାହିଁ । କାରଣ ସେହି ଯାଗାର ସୁରକ୍ଷା ଓ ବିବାଦୀୟ କ୍ଷେତ୍ରର ପାଇଁ  ସେହି ସ୍ଥାନକୁ ଯିବା ପାଇଁ  କେଉଁ ଲୋକଙ୍କୁ ମଧ୍ୟ ଅନୁମତି ଦିଆଯାଇ ନଥାଏ ।

କିନ୍ତୁ ସେହି ସ୍ଥାନରେ ଏମିତି କିଛି ଦୃଶ୍ୟ ରହିଛି ଯାହା ପ୍ରତ୍ୟକ ନାଗରିକ ମାନେ ଯିବାକୁ ଇଚ୍ଛା କରିଥାନ୍ତି । ଉତ୍ତର ସେଣ୍ଟିନେଲ ଦ୍ୱୀପ ଆଣ୍ଡାମାନର ହିଁ ଏକ ଦ୍ୱୀପ ଅଟେ । ଏହି ସ୍ଥାନଟି ଆଣ୍ଡାମାନ ସମୁଦ୍ରର ଗଭୀରତାରେ ଥିବା ଟେକ୍ଟୋନିକ୍ ପ୍ଲେଟଗୁଡିକର ମଧ୍ୟରେ ହିଁ ଅବସ୍ଥିତ ।चाहकर भी आप नहीं घूम सकते देश की ये खूबसूरत जगहें

ଯାହା ଦେଖିବାକୁ ଖୁବ୍ ସୁନ୍ଦର ଅଟେ ତେଣୁ ସୁରକ୍ଷା କାରଣରୁ ଏହାକୁ ଦୂରରୁ ଦେଖାଯାଇପାରେ ନିକଟକୁ ଯିବା ପାଇଁ ଅନୁମତି ନାହିଁ । କେବଳ ଏହି ଗୋଟିଏ ନୁହେଁ ପାଙ୍ଗଙ୍ଗ ସୋ ହେଉଛି ଭାରତର ଅନ୍ୟତମ ପ୍ରସିଦ୍ଧ ପର‌୍ୟ୍ୟଟନ ସ୍ଥଳୀ ।

ଏହି ସ୍ଥାନର ଗୋଟିଏ  ଅଚଂଳ ବଡ଼ ହ୍ରଦ ଦ୍ୱାରା ଘେରି ହୋଇ ଅଛି । ଯାହା ପର୍ଯ୍ୟଟକଙ୍କ ପାଇଁ ବହୁତ ଦୁର ଅଟେ ସେହି ହ୍ରଦର ପାଖାପାଖି ୫୦ % ଅଚଂଳ ବିବାଦୀୟ କ୍ଷେତ୍ରରେ ଯାଉଛି । ଏହି ହ୍ରଦ ଏଲଓସି ଦ୍ୱାରା ଭାରତ ଓ ଚୀନ୍ କୁ ଦୁଇ ଭାଗ କରୁଛି ତେଣୁ ଆପଣ ଭାରତ ଅର୍ନ୍ତଭୁକ୍ତ ଅଚଂଳରେ ହିଁ ବୁଲିପାରିବେ ।चाहकर भी आप नहीं घूम सकते देश की ये खूबसूरत जगहें

ସେହିପରି ଭାରତ ର ଏକମାତ୍ର ଜ୍ୱଳାମୂଖୀ ବୈରେନ୍ ଦ୍ୱିପରେ ହିଁ ଅବସ୍ଥିତ । ଯାହା ଆଣ୍ଡମାନ ସାଗରରେ ଏକ୍ଟିବ୍ ଟେକ୍ଟୋନିକ୍ ପ୍ଲେଟ୍ସ ର ଠିକ୍  ମଝି ଭାଗରେ ଅବସ୍ଥିତ । ତେଣୁ ଏହି ସ୍ଥାନକୁ ଆପଣ ସିପ୍ କିମ୍ବା ଜାହାଜରେ ଗଲା ସମୟରେ ଦେଖିପାରିବେ । चाहकर भी आप नहीं घूम सकते देश की ये खूबसूरत जगहें

  • Tags:

Subscribe

National International State Sports Entertainment