ସ୍ପାଇରୁଟ୍ ଏୟାରୋସ୍ପେସ୍ର ପ୍ରଥମ ବେସରକାରୀ ଅର୍ବିଟାଲ୍ ରକେଟ୍ 'ବିକ୍ରମ-୧'ର ସଫଳ ଉଡ଼ାଣ ସହ ଦେଶ ମହାକାଶ କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ କରିଛି। ସରକାରଙ୍କ ନୂଆ ସ୍ପେସ୍ ପଲିସି, ୪୦୦ରୁ ଅଧିକ ଷ୍ଟାର୍ଟଅପ୍, ହଜାର ହଜାର କୋଟି ଟଙ୍କାର ନିବେଶ ଏବଂ ଦ୍ରୁତ ଗତିରେ ବଢ଼ୁଥିବା ବେସରକାରୀ ଶିଳ୍ପ ବଳରେ ଭାରତ ଏବେ ବିଶ୍ୱର ବଡ଼ ବଡ଼ ସ୍ପେସ୍ ଶକ୍ତିଗୁଡ଼ିକ ମଧ୍ୟରେ ନିଜର ଅଂଶଧନ ବଢ଼ାଇବାକୁ ପ୍ରସ୍ତୁତି ଚଳାଇଛି। ଏହି ସମ୍ପୂର୍ଣ୍ଣ ମିଶନ କଣ?
Read More >