ରାଜ୍ୟରେ ପାଞ୍ଚ ଲକ୍ଷ ପାର କଲା କରୋନା ଆରୋଗ୍ୟ ତାଲିକା, ଆଜି ୧୦,୭୮୧ ସୁସ୍ଥ
Khabar Odisha:with-today-10-thausand-recoverys-odisha-state-recovery-cross-5-lakhs-mark

 ଭୁବନେଶ୍ୱର, ମେ୧୫(ଖବର ଓଡିଶା);ରାଜ୍ୟରେ ଆଜି ୧୦, ୭୮୧ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଦୈନିକ ସୁସ୍ଥ ତାଲିକା ଏବେ ରାଜ୍ୟରେ ବଢିବାରେ ଲାଗିଛି । ଦୈନିକ ସଂକ୍ରମଣ ରାଜ୍ୟରେ ସ୍ଥିର ରହିଥୁିବା ବେଳେ ଆଜି ଆଉ ଦଶ ହଜାର ସୁସ୍ଥ ହୋଇଛନ୍ତି । 

 ଆଜି ସୁସ୍ଥ ହୋଇଥିବା ମୋଟ ସଂଖ୍ୟା ମଧ୍ୟରୁ ଖୋର୍ଦ୍ଧରୁ ସର୍ବାଧିକ ସଂଖ୍ୟା ଥିବା ବେଳେ ଏହା ପଛକୁ ରହିଛି ସୁନ୍ଦରଗଡ । 

ସେହି ପରି 

କଟକରୁ ୯୬୬

ନବରଙ୍ଗପୁରରୁ ୩୪୨

ଝାରସୁଗୁଡାରୁ ୪୨୨

ଅନୁଗୁଳରୁ ୫୫୭

ମୟୂରଭଞ୍ଜରୁ ୨୫୭

ସମ୍ବଲପୁରରୁ ୪୫୮

ନୂଆପଡାରୁ ୨୫୬

ପୁରୀରୁ ୩୬୬

ବରଗଡରୁ ୫୩୦

ଯାଜପୁରରୁ ୧୭୭

ବଲାଙ୍ଗିରିରୁ ୨୫୮

କେନ୍ଦୁଝରରୁ ୨୦୬

ଗଞ୍ଜାମରୁ ୨୮୫

ବାଲେଶ୍ୱରରୁ ୯୭

ଗଜପତିରୁ ୯୧

ରାୟଗଡାରୁ ୧୩୧

କଳାହାଣ୍ଡିରୁ ୫୬୬

ନୟାଗଡରୁ ୨୬୭

ସୋନପୁରରୁ ୧୪୪

ଜଗତସିଂହପୁରରୁ ୧୪୭

ଦେବଗଡରୁ ୧୧୦

କେନ୍ଦ୍ରାପଡାରୁ ୧୪୩

କୋରାପୁଟରୁ ୨୧୮

ଭଦ୍ରକରୁ ୧୫୭

କନ୍ଧମାଳରୁ ୭୬

ମାଲକାନଗିରିରୁ ୬୭

ଢେଙ୍କାନାଳରୁ ୧୬୩

ବୌଦ୍ଧରୁ ୨୫୧

  • Tags:

Subscribe

National International State Sports Entertainment