ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ନିରନ୍ତର ବର୍ଷା ଯୋଗୁଁ ଆସାମ ଏବଂ ଅରୁଣାଚଳ ପ୍ରଦେଶର ଅନେକ ସ୍ଥାନରେ ଜୀବନଯାତ୍ରା ଗୁରୁତର ଭାବରେ ବ୍ୟାହତ ହୋଇଛି। ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ଘଟିଥିବାର ସୂଚନା ମିଳିଛି। ଆସାମରେ ମୁସଳଧାର ବର୍ଷା ଏବଂ ବନ୍ୟା ଯୋଗୁଁ ୩୦୦ ମିଟର ଲମ୍ବା ଲୁହା ପୋଲ ଭାସିଯାଇଛି। ଅରୁଣାଚଳ ପ୍ରଦେଶରେ,ନିରନ୍ତର ବର୍ଷା ଏବଂ ବନ୍ୟା ଯୋଗୁଁ ରାସ୍ତା ଭୁଶୁଡ଼ି ପଡ଼ିବା ଯୋଗୁଁ ଅନେକ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
Read More >