ରାଜ୍ୟରେ ଆଜି ଆଉ ୧୪ ଜଣଙ୍କ ମୁଣ୍ଡ ଗଡାଇଲା ମହାମାରୀ କରୋନା
Khabar Odisha:in-Odisha-as-14-more-patients-succumb-to-the-disease-in-last-24-hours
ଭୁବନେଶ୍ୱର, ସେପ୍ଟେମ୍ବର ୩୦ (ଖବର ଓଡ଼ିଶା):

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ କିଛି ଦିନ ହେବ ସ୍ଥିର ରହୁଥିବା ବେଳେ ମୃତ୍ୟୁସଂଖ୍ୟା ପୂର୍ବଭଳି ଅଧିକ ରହୁଥିବା ଦେଖିବାକୁ ମିଳୁଛି । ସୋମବାର ରାଜ୍ୟରେ ପୁଣି ୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

 

ମୃତ୍ୟୁବରଣ କରିଥିବା ୧୪ ଜଣ କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ସର୍ବାଧିକ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ପୁରୀରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, କଟକ, ଭଦ୍ରକ ଓ ବାଲେଶ୍ୱରରୁ ଜଣେ ଲେଖାଏଁ କରୋନା ଆ୍ରକାନ୍ତଙ୍କ ମୃତ୍ୟୁ ଘଟିଛି ।

  • Tags:

Subscribe

National International State Sports Entertainment