ଜୟପୁରରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ତୃତୀୟ ବୃହତମ ଷ୍ଟାଡିୟମ
Khabar Odisha:Worlds-third-largest-stadium-will-be-made-in-Jaipur
ଜୟପୁର, ଜୁଲାଇ ୪( ଖବର ଓଡ଼ିଶା):


ରାଜସ୍ଥାନର ଜୟପୁରରେ ନିର୍ମାଣ ହେବାକୁ ବିଶ୍ୱର ତୃତୀୟ ବୃହତମ ଷ୍ଟାଡିୟମ. ଯେଉଁଥିରେ 75000 ହଜାର ଲୋକ ବସିବାର କ୍ଷମତା ରହିଛି ବୋଲି ରାଜସ୍ଥାନ କ୍ରିକେଟ ଆସୋସିଏସନର ସେକ୍ରେଟେରୀ ମହେନ୍ଦ୍ର ଶର୍ମା କହିଛନ୍ତି. 


ମଟେରା ଏବଂ ସିଡିନୀ ପରେ ଏହା ହେଉଛି ବିଶ୍ୱର ତୃତୀୟ ବୃହତମ ଷ୍ଟାଡିୟମ. ଏହି ଷ୍ଟାଡିୟମ ନିର୍ମାଣରେ  350 କୋଟିରୁ ଉର୍ଦ୍ଧ ଖର୍ଚ୍ଚ ହେବାର ଆକଳନ କରାଯାଇଛି. 



ଏହି ଷ୍ଟାଡିୟମ ଦୁଇଟି କ୍ରିକେଟ ଗ୍ରାଉଣ୍ଡ ରହିଛି ଏବଂ ଅଭ୍ୟାସ କରିବାକୁ 30 ଟି ନେଟସ ରହିଛି. 250 ଜଣ ବସିବା ଭଳି ପ୍ରେସ ବକ୍ସ ରହିଛି. ଏହା ସହ 4000 ଗାଡି ରହିବା ଭଳି ପାର୍କିଙ୍ଗ ସ୍ଥାନ କରାଯାଇଛି.

  • Tags:

Subscribe

National International State Sports Entertainment