୫ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା
Khabar Odisha:Weather-Odisha-Kalabaisakhi-posibility-of-rain-5districts-odisha
ଭୁବନେଶ୍ୱର,ମେ ୨୬(ଖବର ଓଡ଼ିଶା):

କାଳବୈଶାଖୀ ପ୍ରଭାବରେ ରାଜ୍ୟର ୫ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଦିଆଯାଇଛି ।

ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜରେ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଛି । ଆଜି ସନ୍ଧ୍ୟା  ୭ଟା ଯାଏଁ ଏହିସବୁ ଜିଲ୍ଲାରେ ବର୍ଷା ଓ ବର୍ଜପାତ ସହ ୩୦ରୁ ୪୦କିମି ବେଗରେ ପବନ ବହିବାନେଇ ଅନୁମାନ କରାଯାଇଛି । ତେବେ ଏହି ସମୟ ମଧ୍ୟରେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପରାମର୍ଶ ଦିଆଯାଇଛି ।

  • Tags:

Subscribe

National International State Sports Entertainment