ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ସମସ୍ତ ମୃତକ ଗୋଟିଏ ପରିବାରର ଥିଲେ। ସଦର ଥାନା ଅଞ୍ଚଳରେ ୩୦ ନମ୍ବର ଜାତୀୟ ରାଜପଥରେ ଦୁଇଟି କାର ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଘଟଣା ଘଟିଛି।
Read More >