ଅକ୍ଟୋବର ୫ ତାରିଖରେ ପ୍ରକାଶ ପାଇବ ଜେଇଇ ଆଡଭାନ୍ସ ପରୀକ୍ଷାଫଳ
Khabar Odisha:The-results-of-the-JEE-Advanced-Examination-will-be-released-on-October-5th
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୮ (ଖବର ଓଡ଼ିଶା):

ଦେଶରେ ଥିବା ୨୩ଟି ଆଇଆଇଟି ଶିକ୍ଷାନୁଷ୍ଠାନର ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ରବିବାର ଜେଇଇ ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁର ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ରାଜ୍ୟରୁ ପ୍ରାୟ ୩୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଅକ୍ଟୋବର ୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜେଇଇ ଆଡଭାନ୍ସ ୱେବସାଇଟରୁ ଜଣାପଡିଛି ।

  • Tags:

Subscribe

National International State Sports Entertainment