ସୋନପୁରରୁ କଟା ଗୋଡ ମୃତଦେହ ଉଦ୍ଧାର, ମୃତକଙ୍କ ପରିଚୟ ମିଳିପାରିନି
Khabar Odisha:The-mutilated-body-was-recovered-from-Sonepur-the-identity-of-the-deceased-could-not-be-ascertained
ସୋନପୁର, ଫେବୃଆରୀ ୨୩ (ଖବର ଓଡ଼ିଶା):

ଆଜି ସୋନପୁର ଜିଲ୍ଲାର ବିନିକା ପୋଲିସ ସୀମା ଅନ୍ତର୍ଗତ ତୁଲୁଣ୍ଡୁପାଲି ଗ୍ରାମରେ କଟାଗୋଡ ଥିବା ଜଣେ ମହିଳାଙ୍କ ମୃତଦେହ ମିଳିଛି। ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନି।

ଶରୀରଠାରୁ ୧୦୦ ମିଟର ଦୂରରେ ଏକ ବ୍ୟାଗ, ଚପଲ, ବାସନକୁସନ ମିଳିଥିଲା। ପୋଷ୍ଟମର୍ଟମ ପାଇଁ ପୋଲିସ ମୃତଦେହ ଉଦ୍ଧାର କରି ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

  • Tags:

Subscribe

National International State Sports Entertainment