ଅଷ୍ଟ୍ରିଆନ ଫେଡେରାଲ ଚାନ୍ସେଲର କ୍ରିଶ୍ଚିଆନ ଷ୍ଟକର୍ ଭାରତକୁ ସରକାରୀ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ବିମାନବନ୍ଦରରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ରକ୍ଷା ଖାଡସେ ସ୍ୱାଗତ କରିଛନ୍ତି। ତାଙ୍କ ସହିତ ଅର୍ଥନୀତି, ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟ କ୍ଷେତ୍ରର ପ୍ରତିନିଧିଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଅଛନ୍ତି।
Read More >