କରୋନା ସଂକ୍ରମଣକୁ ରୋକିବା ପାଇଁ ଦୋକାନୀଙ୍କ ପାଇଁ ନୂଆ ନିୟମ ଲାଗୁ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ
Khabar Odisha:The-Ganjam-district-administration-has-introduced-new-rules-for-shopkeepers-to-prevent-corona-infections
ଗଞ୍ଜାମ, ଜୁଲାଇ ୦୭ (ଖବର ଓଡ଼ିଶା):

ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହାର ଅଧିକ ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳୁଛି । ଏନେଇ ଜିଲ୍ଲାର ଦୋକାନୀଙ୍କ ପାଇଁ ନୂଆ କଟକଣା ଲାଗୁ କରିଛି ଜିଲ୍ଲା ପ୍ରଶାସନ ।

ଏଣିକି କୋରୋନା ନିୟମ ଭାଙ୍ଗିଲେ ତଣ୍ଡ ଗଣିବେ ଦୋକାନୀ । ପ୍ରଥମ ଥର ନିୟମ ଭାଙ୍ଗିଲେ ୫ ହଜାର ଟଙ୍କା ଫାଇନ୍‌ ଦେବେ । ଏହା ସହ ୧୫ ଦିନ ପାଇଁ ଦୋକାନ ସିଲ୍‌ କରିବ ପ୍ରଶାସନ। ଦ୍ବିତୀୟ ଥର ପାଇଁ ମାମଲା ରୁଜୁ ସହ ମାସେ ଦୋକାନ ବନ୍ଦ ରହିବ । ଏହା ପୂର୍ବରୁ ୧୦୦୦ ଟଙ୍କା ଜରିମାନା ରହିବା ସହ ୭ ଦିନ ପାଇଁ ଦୋକାନ ସିଲ ହେବା ନେଇ ନିୟମ ଜାରି ରହିଥିଲା । 

  • Tags:

Subscribe

National International State Sports Entertainment