ନିଶ୍ବାସ ନେବାରେ ସମସ୍ୟା ପାଇଁ ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ହସ୍ପିଟାଲରେ ଭର୍ତ୍ତି
Khabar Odisha:Pipili-by-election-Congress-candidate-admitted-to-hospital-for-respiratory-problems
ଭୁବନେଶ୍ବର, ଏପ୍ରିଲ ୦୮ (ଖବର ଓଡ଼ିଶା):

ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଭରିଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ପ୍ରଚାର ସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେତୁ ଅଜିତ ମଙ୍ଗଳରାଜଙ୍କୁ ପିପିଲିସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ସୂଚନାଯୋଗ୍ୟ, ଏପ୍ରିଲ ୧୭ରେ ମତଦାନ ଅନୁଷ୍ଠିତ ହେବ ଏବଂ ମଇ ୨ରେ ଭୋଟ୍ ଗଣାଯିବ। 

  • Tags:

Subscribe

National International State Sports Entertainment