ଗତ ୨୪ ଘଣ୍ଟାରେ ୫୪ ନୂଆ କରୋନା ପଜିଟିଭ ଚିହ୍ନଟ
Khabar Odisha:In-the-last-24-hours-54-new-corona-positives-were-identified
ଭୁବନେଶ୍ବର, ମାର୍ଚ୍ଚ ୦୬ (ଖବର ଓଡ଼ିଶା):

ଗତ ୨୪ ଘଣ୍ଟାରେ ରାଜ୍ୟର ୫୪ ଜଣ ନୂଆ କରୋନା ପଜିଟିଭ ଚିହ୍ନ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି  । ସେମଧ୍ୟରେ ୩୨ ଜଣ କ୍ବାରେଣ୍ଚାଇନ ସେଣ୍ଟରର ରହିଥିବାବେଳେ ୨୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି 

ନୂତନ କେସ୍ ରିପୋର୍ଟ ସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୭,୬୭୪ରେ ପହଞ୍ଚିଛି। ଏଯାବତ ୩,୩୪,୯୦୨ ଜଣ ଆରୋଗ୍ୟ ଲାଭ କରିଥିବାବେଳେ ୮୦୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି 

  • Tags:

Subscribe

National International State Sports Entertainment