ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ସମ୍ପର୍କରେ ଖୁସିର ଖବର ଆସିଛି। ସର୍ବଶେଷ ଅପଡେଟ୍ ଅନୁଯାୟୀ ବୁଧବାର ସକାଳେ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସାରା ଦେଶବାସୀ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିଲେ। କିନ୍ତୁ ଏବେ ଆଶ୍ୱସ୍ତିର ଖବର ଆସିଛି। ଧର୍ମେନ୍ଦ୍ରଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
Read More >