ଗାଡକଣ ପ୍ରିମିୟର ଲିଗ୍-୨୦୨୨, ଗ୍ରାଉଣ୍ଡ ହଣ୍ଟର ଚାମ୍ପିଅନ୍
Khabar Odisha:Gadkan-Premier-League-2022-Ground-Hunters-Champion
ଜାନୁଆରୀ 14(ଖବର ଓଡ଼ିଶା):

ଭୁବନେଶ୍ୱର :  ରାଜଧାନୀସ୍ଥିତ ମଞ୍ଚେଶ୍ୱରରେ ଗାଡକଣ ପ୍ରିମିୟର ଲିଗ୍ ଆୟୋଜ ହୋଇ ଯାଇଛି । ଜାନୁଆରୀ ୭ରୁ ୯ ତାରିଖ ମଧ୍ୟରେ ଖେଳାଯାଇତିବା ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଛି ଗ୍ରାଉଣ୍ଡ ହଣ୍ଟର୍ ।

ସେହିପରି ଟୁର୍ଣ୍ଣାମେଣ୍ଟରେ ରନର୍ସ ଅପ୍ ହୋଇଛି ସ୍ପାଏକର୍ଜ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ।

ସେ ବିଜୟୀ ଓ ରନର୍ସ ଅପ୍ ଟିମକୁ ପୁରସ୍କାର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧୨ ନମ୍ବର ଓ୍ୱାର୍ଡର ପୂର୍ବତନ କର୍ପୋରେଟର ପ୍ରସନ୍ନ କୁମାର ସାହୁ, ଗାଡକଣ କମିଟିର ସଭାପତି କିଶୋର ଚନ୍ଦ୍ର ଜେନା ଉପସ୍ଥିତ ଥିଲେ ।

  • Tags:

Subscribe

National International State Sports Entertainment