ଉପ ମୁଖ୍ୟସଚେତକ ପଦରୁ ହଟିଲେ ପ୍ରଣବ, ରୋହିତଙ୍କୁ ମିଳିଲା ନିଯୁକ୍ତି
Khabar Odisha:Cm-appoints-rohit-pujari-as-vice-chief-whip-of-bjd
ଭୁବନେଶ୍ୱର, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା):

ବିଜୁ ଜନତା ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଦଳରେ ଏକ ପରିବର୍ତ୍ତନ କରିଛନ୍ତି । ସରକାରୀ ଉପ ମୁଖ୍ୟ ସଚେତକ ପଦରେ ଥିବା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ହଟାଇ ଦେଇଛନ୍ତି । ତାଙ୍କ ସ୍ଥାନରେ ବିଧାୟକ ରୋହିତ ପୂଜାରୀଙ୍କୁ ନିଯୁକ୍ତି ମିଳିଛି । ତେବେ ସଭାପତି କାହିଁକି ଏ ନିଷ୍ପତ୍ତି ନେଇଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । 

  • Tags:

Subscribe

National International State Sports Entertainment