ପୁଣି ଏକ ଲଘୁଚାପ! ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା
Khabar Odisha:Another-light-pressure-There-is-a-possibility-of-light-pressure-in-the-South-Andaman-Sea
ଭୁବନେଶ୍ୱର ,ନଭେମ୍ବର 25(ଖବର ଓଡ଼ିଶା):

ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସମ୍ଭାବନା ସୃଷ୍ଟି ହୋଇଛି । ୨୯ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ବାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି ।

ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ –ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ନେଇ ଅନୁମାନ କରାଯାଉଛି । ଏନେଇ ଚେନ୍ନାଇ ଆଚଂଳିକ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି । ତେବେ ଏହି ଲଘୁଚାପ ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ସହ ଘଡ଼ିଘଡ଼ି ହେବାର ସମ୍ଭାବନା ରହିଛି ।

  • Tags:

Subscribe

National International State Sports Entertainment