ବିଶାଖାପାଟନମରେ ଥିବା ହିନ୍ଦୁସ୍ତାନ ଜାହାଜ କାରଖାନାରେ ମର୍ମନ୍ତୁଦ ଦୁର୍ଘଟଣା, କ୍ରେନ ଖସି ପଡିବାରୁ 10 ଜଣଙ୍କ ମୃତ୍ୟୁ
Khabar Odisha:A-crane-collapses-at-Hindustan-Shipyard-Limited-in-Visakhapatnam
ବିଶାଖାପଟନମ, ଅଗଷ୍ଟ ୦୧ (ଖବର ଓଡ଼ିଶା):

ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଥିବା ହିନ୍ଦୁସ୍ତାନ ଜାହାଜ କାରଖାନାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶନିବାର ଦିନ ବିଶାଖାପାଟନମ ସ୍ଥିତ ହିନ୍ଦୁସ୍ତାନ ସିପିୟାର୍ଡ ଲିମିଟେଡରେ ଏକ ଭାରୀ କ୍ରେନ୍ ଖସି 10 ଜଣଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି ଯେ ଏଥିରେ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ସିପୟାର୍ଡ ପରିସରରେ କାର୍ଯ୍ୟ ଚାଲୁଥିବାବେଳେ ଏକ ବିରାଟ କ୍ରେନ୍ ଖସିପଡିଥିଲା । ଖସି ପଡିଥିବା କ୍ରେନ ତଳେ ଫସି ରହିଥିବା କିଛି ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା।

  • Tags:

Subscribe

National International State Sports Entertainment