ମଧ୍ୟ ପ୍ରଦେଶରେ ୬୦ଘଣ୍ଟିଆ ତାଲାବନ୍ଦ
Khabar Odisha:60-hour-lockdown-declare-in-madhya-pradesh

 ଭୋପାଳ,୮ଏପ୍ରିଲ(ଖବର ଓଡିଶା); ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟ ପ୍ରଦେଶ ସରକାର ରାଜ୍ୟରେ ୬୦ଘଣ୍ଟିଅ ତାଲାବନ୍ଦ ଘୋଷଣ କରିଛନ୍ତି । ଶୁକ୍ରବାର ସଂନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ରାଜ୍ୟର ସମସ୍ତ ସହରାଚଂଳରେ ସରକାରଙ୍କ ତରଫରୁ ତାଲାବନ୍ଦ ଘୋଷଣା କରାଯାଇଛି ।

ରାଜ୍ୟରେ ବଢୁଥିବା ପାଇଁ ମୁଖ୍ୟମନ୍ତ୍ର ଆଜି ଏକ ଜରୁରୀ ବୈଠକ ଡାକିଥିବା ବେଳେ ସେଠାରେ ଏନେଇ ନିଷ୍ପତି ଗ୍ରହଣ ହୋଇଥିଲା । ତେବ ଗତ କାଲି ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗାଇବା ନିଷ୍ପତି ଆଜିଠାରୁ ସମସ୍ତ ସହରାଚଂଳରେ ଲାଗୁ କରାଯିବ । ି 

ବଢୁଥିବା ସଂକ୍ରମଣକୁ ନଜରରେ ରଖି ଆଶନ୍ତା ତିନି ମାସ ପର୍ଯ୍ୟନ୍ତ ସରକାରୀ ଅଫିସ ଗୁଡିକୁ ସୋମବାର ରୁ ଶୁକ୍ରବାର ସକାଳ ୧୦ ରୁ ସଂନ୍ଧ୍ୟା ୬ଟା ଯାଏଁ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

  • Tags:

Subscribe

National International State Sports Entertainment