ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କ୍ରିପ୍ଟୋକରେନ୍ସି ଆୟ ବିଷୟରେ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଏଥିରେ କିଛି ଭୁଲ ନାହିଁ। କାରଣ ସମସ୍ତେ ଲାଭ ପାଉଛନ୍ତି। କେବଳ ସେ ନୁହେଁ। ଟ୍ରମ୍ପ କହିଛନ୍ତି, ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ଏକ ଟ୍ରଷ୍ଟ ମାଧ୍ୟମରେ ପରିଚାଳିତ ହୁଏ ଏବଂ ସେ ନିଜେ ନିବେଶ ନିଷ୍ପତ୍ତିରେ ହସ୍ତକ୍ଷେପ କରନ୍ତି ନାହିଁ। ତଥାପି ତାଙ୍କ ରାଷ୍ଟ୍ରପତିତ୍ୱ ସମୟରେ ତାଙ୍କର କ୍ରିପ୍ଟୋ କାର୍ଯ୍ୟକଳାପ ଏବଂ ଏହି କ୍ଷେତ୍ରକୁ ପ୍ରଦାନ କରାଯାଇଥିବା ସହାୟତାକୁ ନେଇ ବିତର୍କ ପୁଣି ଥରେ ତୀବ୍ର ହୋଇଛି।
Read More >