ଭାରତର ଅନ୍ୟ ପଡ଼ୋଶୀ ରାଷ୍ଟ୍ରଙ୍କ ଭଳି ନେପାଳର ମଧ୍ୟ ଅନୁରୂପ ଅବସ୍ଥା ହୋଇଛି । ପୂର୍ବରୁ ପାକିସ୍ତାନ, ଶ୍ରୀଲଙ୍କା ଏବଂ ଗତବର୍ଷ ଅଗଷ୍ଟ ମାସରେ ବାଂଲାଦେଶରେ ଏଭଳି ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଅର୍ଥନୈତିକ ସଙ୍କଟ, ଧାର୍ମିକ କାରଣ, ରାଜନୈତିକ ଅସ୍ଥିରତା ଏହାର ପ୍ରମୁଖ କାରଣ ରହିଆସିଛି ।
Read More >