ଗ୍ୱାଙ୍ଗଡୋଙ୍ଗ୍ ପ୍ରଦେଶରେ ସୁରକ୍ଷା ଦୃଷ୍ଟିରୁ ୩,୪୦,୦୦୦ ରୁ ଅଧିକ ଲୋକଙ୍କୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। 'ଚାଇନା ନ୍ୟୁଜ୍ ସର୍ଭିସ୍' ଅନୁଯାୟୀ, ଏହି ପ୍ରଦେଶରେ ରବିବାର ପାଇଁ ଟ୍ରେନ୍ ସେବା ବାତିଲ୍ କରାଯାଇଥିଲା। ହଂକଂ ବିମାନବନ୍ଦରର ୱେବସାଇଟ୍ରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଏବଂ ରବିବାର ପାଇଁ ୧୫୦ ରୁ ଅଧିକ ବିମାନ ଉଡ଼ାଣ ବାତିଲ୍ କରାଯାଇଥିଲା।
Read More >