ଅପହରଣ, ନିର୍ଯାତନା ଏବଂ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଶୁକ୍ରବାର ବ୍ରିଟେନରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ୩୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଆଇସଲୱର୍ଥ କ୍ରାଉନ୍ କୋର୍ଟରେ ଏକ ବିଚାର ପରେ ଗଗନଦୀପ ସିଂହଙ୍କୁ ଫେବ୍ରୁଆରୀରେ ଦୁଷ୍କର୍ମ, ଅବୈଧ ବନ୍ଦୀତ୍ୱ, ଉଦ୍ଦେଶ୍ୟମୂଳକ ଭାବରେ ଗୁରୁତର ଶାରୀରିକ କ୍ଷତି ପହଞ୍ଚାଇବା ଏବଂ ଅପହରଣର ଦୁଇଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
Read More >