ହ୍ୱାଇଟହାଉସରୁ ବିଦାୟ ନେଲେ ଟ୍ରମ୍ପ, ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ
Khabar Odisha:Joe-Biden-oath-take-ceremony-US
ଆମେରିକା, ଜାନୁଆରୀ ୨୦(ଖବର ଓଡ଼ିଶା):

 ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟହାଉସରୁ ବିଦାୟ ନେଇଛନ୍ତି ।  ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଶପଥ ନେବା ପୂର୍ବରୁ ସେ ହ୍ୱାଇଟହାଉସ ଛାଡିଛନ୍ତି ।  ନିକଟସ୍ଥ ସାମରିକ ଏୟାରବେସରୁ  ଟ୍ରମ୍ପ ଫ୍ଲୋରିଡା ଯାତ୍ରା କରିବେ ।  ପରମ୍ପରାକୁ ଭାଙ୍ଗି ଟ୍ରମ୍ପ ତାଙ୍କ ପର ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇନାହାଁନ୍ତି । 

ଜୋ ବାଇଡେନ ଆମେରିକାର 46 ତମ ରାଷ୍ଟପତି ଭାବରେ ଆଜି ଶପଥ ନେଇଛନ୍ତି ।  ବାଇଡେନଙ୍କ ଟିମରେ ଭାରତୀୟ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।  ଜୋ ବାଇଡେନ ଆମେରିକାର ରାଷ୍ଟପତି ଭାବେ  ଶପଥ ନେଇଛନ୍ତି । ବାରାକ ଓବାମା ମଧ୍ୟ ବାଇଡେନ ଙ୍କୁ ଶୁଭକାମନା ଜଣାଇଛନ୍ତି ।

  • Tags:

Subscribe

National International State Sports Entertainment