ଗାଜାରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଚାଲିଥିବା ବେଳେ ପ୍ରତିଦିନ ମୃତାହତଙ୍କ ରିପୋର୍ଟ ଆସୁଛି। ଏଭଳି ଏକ ସଂକଟ ସମୟରେ ଦକ୍ଷିଣ ଗାଜାର ଖାନ ୟୁନିସରେ, ମଙ୍ଗଳବାର ଦିନ ଯୁଦ୍ଧର ଧ୍ୱଂସାବଶେଷ ମଧ୍ୟରେ ଏକ ଅନନ୍ୟ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୫୪ ଦମ୍ପତିଙ୍କ ବିବାହ ହୋଇଥିଲା।
Read More >