ଆମେରିକାର ନ୍ୟୁୟର୍କସ୍ଥିତ ଟାଇମ୍ସ ସ୍କୋୟାରରେ ଗୁରୁବାର ଅପରାହ୍ନରେ ଗୁଳିଚାଳନା ହେବା ପରେ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ ରିପୋର୍ଟ କରିଛି ଯେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଶୀଘ୍ର ଗିରଫ କରାଯାଇଛି। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଗୁଳିକାଣ୍ଡ ପରେ ଲୋକମାନେ ଆତଙ୍କିତ ହୋଇ ଦୌଡ଼ୁଥିବାର ଦେଖାଯାଉଛି।
Read More >