ଚୀନ୍ର ରାଜଧାନୀ ବେଜିଂରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୨୨ ବର୍ଷୀୟ ଯୁବକ ଗରମରୁ ରକ୍ଷା ପାଇବା ପାଇଁ ୧୦ ମିନିଟ୍ ମଧ୍ୟରେ ୧.୫ ଲିଟର କୋକା-କୋଲା ପିଇ ମୃତ୍ୟୁ ହୋଇଛି। ଡେଲି ମେଲ୍ ଅନୁଯାୟୀ, ମୃଦୁ ପାନୀୟର ଦ୍ରୁତ ସେବନ ଯୋଗୁଁ ବ୍ୟକ୍ତିଙ୍କ ଶରୀରରେ ବିପଜ୍ଜନକ ଗ୍ୟାସ୍ ଜମା ହୋଇଥିଲା, ଯାହା ତାଙ୍କ ଯକୃତକୁ ଅମ୍ଳଜାନ ଯୋଗାଣରେ ବାଧା ସୃଷ୍ଟି କରିଥିଲା। ପରେ ତାଙ୍କର ମୃତ୍ୟୁର କାରଣ ହୋଇଥିଲା।
Read More >