କମ୍ୟୁନିଟି ଗାଇଡଲାଇନ୍ସ ଉଲ୍ଲଂଘନ ଯୋଗୁଁ ଏପ୍ରିଲରୁ ଜୁନ୍ ୨୦୨୬ ମଧ୍ୟରେ ୟୁଟ୍ୟୁବ୍ ଭାରତରୁ ଅପଲୋଡ୍ ହୋଇଥିବା ୩୪.୪ ଲକ୍ଷ ଭିଡିଓ ହଟାଇ ଦେଇଛି, ଯାହା ବିଶ୍ୱରେ ସର୍ବାଧିକ। ୟୁଟ୍ୟୁବ୍ ଓ ଗୁଗଲର ସଦ୍ୟତମ ଟ୍ରାନ୍ସପରେନ୍ସି ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ହଟାଯାଇଥିବା ପ୍ରତି ୧୦୦ ଭିଡିଓ ମଧ୍ୟରୁ ୩୧ଟି ଭାରତୀୟ ଭିଡିଓ ରହିଥିବା ବେଳେ ପୋଲିସ୍ ଓ ଅଦାଲତଙ୍କ ପକ୍ଷରୁ ମଧ୍ୟ କଣ୍ଟେଣ୍ଟ ହଟାଇବା ଅନୁରୋଧରେ ୬୧ ପ୍ରତିଶତ ବୃଦ୍ଧି ଘଟିଛି।
Read More >