ନଭେମ୍ବର 30ରେ ଲାଗିବ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ
Khabar Odisha:2020-last-lunar-eclipse-on-november-30
ନୂଆଦିଲ୍ଲୀ,ନଭେମ୍ବର 23 (ଖବର ଓଡିଶା)

 ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ 30 ନଭେମ୍ବରରେ ଲାଗିବ ଏଥିରେ ବଡ କଥା ହେଉଛି ଏହି ଚନ୍ଦ୍ରଗ୍ରହଣ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ଦେଖାଯିବ, କିନ୍ତୁ ଭାରତରେ ନୁହେଁ  ।

2020 ମସିହା ନଭେମ୍ବର 30 ରେ, ଚନ୍ଦ୍ର ଗ୍ରହଣ ଦିନ 1.04 ରୁ ଆରମ୍ଭ ହେବ, ଯେଉଁଥିରେ ଚନ୍ଦ୍ର ଗ୍ରହଣ ନଭେମ୍ବର 30 ର ମଧ୍ୟ ହେବ 3.13 ରେ  । ଅପରାହ୍ନ 5.22ରେ ଚନ୍ଦ୍ରଗ୍ରହଣ ଶେଷ ହେବାର ସମୟ    ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବ ନାହିଁ  । ଏହାପୂର୍ବରୁ ଚଳିତ ବର୍ଷ ଜାନୁଆରୀ ୧୦, ଜୁନ୍ ୫ ଓ ଜୁଲାଇ ୫ରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା।

  • Tags:

Subscribe

National International State Sports Entertainment