ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡ଼ୁଙ୍କ ଇସ୍ତାଫା ପରେ କାନାଡ଼ାରେ ହେବାକୁ ଯାଉଛି ୪୫ ତମ ପ୍ରଧାନମନ୍ତ୍ରୀ ନିର୍ବାଚନ । ୯ ମାର୍ଚ୍ଚରେ ନୂଆ ପ୍ରଧାନମନ୍ତ୍ରୀ ବାଛିବ ଦେଶ । ଏହି ରେସରେ ୫ ଜଣ ରହିଥିବା ବେଳେ ସେଥିରୁ ୩ ଜଣ ହେଉଛନ୍ତି ମହିଳା । ୩ ମହିଳାଙ୍କ ଭିତରେ ରହିଛନ୍ତି, ଭାରତୀୟ ବଂଶଭୋବ ତଥା ପୂର୍ବତନ ବଲିଉଡ୍ ଅଭିନେତ୍ରୀ ରୁବି ଢଲ୍ଲା।
Read More >