ମଣିଷ ଜୀବନରେ ଖୁସି ରହିବା ପାଇଁ ସବୁଠୁ ଅଧିକ କ’ଣ ଦରକାର? ଟଙ୍କା, ସଫଳତା ନା ସୁସ୍ଥ ଶରୀର? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବୈଜ୍ଞାନିକମାନେ ଦୀର୍ଘ ୮୮ ବର୍ଷ ଧରି ଏକ ଅଧ୍ୟୟନ ଚଳାଇଥିଲେ। ହାର୍ଭାର୍ଡ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏହି 'ହାର୍ଭାର୍ଡ ଷ୍ଟଡି ଅଫ୍ ଆଡଲ୍ଟ ଡେଭଲପମେଣ୍ଟ' ବିଶ୍ୱର ସବୁଠୁ ଲମ୍ବା ସମୟ ଧରି ଚାଲିଥିବା ମନସ୍ତାତ୍ବିକ ଗବେଷଣା। ଏଥିରୁ ଯେଉଁ ସିଦ୍ଧାନ୍ତ ମିଳିଛି, ତାହା ଆପଣଙ୍କୁ ଚକିତ କରିଦେବ।
Read More >