ଆନଜାଇଟି ଅନୁଭବ ହେବା, ରାତିରେ ନିଦ ନ ଆସିବା... ଭଳି ସମସ୍ୟା ଏବେ ବହୁତ ଅଧିକ ଦେଖିବାକୁ ମିଳୁଛି। ଏହା ପଛର କାରଣ ହେଉଛି ଆଜିକାଲି ସମୟରେ ବ୍ୟକ୍ତିଗତ ସହିତ ବୃତ୍ତିଗତ ଜୀବନରେ ମଧ୍ୟ ବହୁତ ଅଧିକ ଚାପ ରହିବା। ଆପଣ ମଧ୍ୟ ଯଦି କେବେ କେବେ ଏହିଭଳି ଲକ୍ଷଣ ଅନୁଭବ କରୁଛନ୍ତି, ତେବେ କେବଳ ଏକ ସାଧାରଣ ଉପାୟ ଆପଣଙ୍କୁ ଏଥିରୁ ତୁରନ୍ତ ଆରାମ ଦେବାରେ ସାହାଯ୍ୟ କରିପାରିବ।
Read More >