ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏବଂ ରଣବୀର ସିଂଙ୍କ ଅଭିନୀତ ଚଳଚ୍ଚିତ୍ର 'ଧୁରନ୍ଧର ୨' ବର୍ତ୍ତମାନ ଭାରତୀୟ ସିନେମା ଜଗତରେ ଏକ ନୂଆ ଇତିହାସ ରଚିଛି। କେବଳ ଉତ୍ତର ଭାରତ ନୁହେଁ, ବରଂ ଦକ୍ଷିଣ ଭାରତରେ ମଧ୍ୟ ଏହି ଫିଲ୍ମର କ୍ରେଜ୍ ଦେଖିବାକୁ ମିଳୁଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, 'ଧୁରନ୍ଧର ୨' କେରଳ ବକ୍ସ ଅଫିସରେ ସବୁଠାରୁ ଅଧିକ ରୋଜଗାର କରିଥିବା ବଲିଉଡ ଫିଲ୍ମର ମାନ୍ୟତା ହାସଲ କରିଛି।
Read More >