କରିନାଙ୍କ ସହ ଏହି ସିନକୁ ଆଜି ବି ସ୍ମୁତି ମାନନ୍ତି ସାହିଦ କପୁର
Khabar Odisha:Entertainment-bollywood-odisha-shahid-kapoor-considers-a-scene-with-kareena-kapoor-khan-from-jab-we-met-as-one-of-his-best-performance
ମୁମ୍ବାଇ, ମେ ୧୮(ଖବର ଓଡ଼ିଶା):

ବଲିଉଡ଼ ତାରକା ସାହିଦ କପୁର ଓ କରିନା କପୁର ଖାନଙ୍କୁ ଦର୍ଶକ ପସନ୍ଦ କରନ୍ତି ଦୁହେଁ ଏକା ପରଦାରେ ଅନେକ ସିନେମାରେ ଅଭିନୟ କରିଛନ୍ତି । 

ଦିନ ଥିଲା ବଲିଉଡ଼ ଜଗତରେ ସାହିଦ କପୁର ଓ କରିନା କପୁର ଖାନ ସବୁଠାରୁ ଲୋକପ୍ରିୟ ଯୋଡ଼ି ଭାବରେ ପରିଚିତ ଥିଲେ । କିନ୍ତୁ ପରେ ସବୁ ପରିବର୍ତ୍ତନ ହୋଇ ବର୍ତ୍ତମାନ ଏଇ ଦୁଇ ତାରକା ନିଜ ନିଜ ବୈବାହିକ ଜୀବନ ବିତାଉଛନ୍ତି । ବ୍ରେକଅପ ପରେ ମଧ୍ୟ ଦୁହେଁ ଏକା ପରଦାରେ ଅଭିନୟ କରିଛନ୍ତି । ସେଥିରୁ କେବଳ ଦୁଇଟି ସିନେମା ସୁପରହିଟ ହୋଇଥିଲା । ‘ଜବ ଉଇ ମେଟ’ରେ ଏହି ଦୁଇ ତାରକା ଅଭିନୟ କରିଥିଲେ । 

ସାହିଦ କପୁର ନିକଟରେ ଏକ ଫିଲ୍ମ କମ୍ପେନିୟନ ପାଇଁ ଜବ ଉଇ ମେଟର ଏକ ସିନ ବିଷୟରେ କରିନାଙ୍କ ସହ କଥା ହୋଇଥିଲେ । ସେତେବେଳେ ଶହୀଦ ଏଥିରେ କରିନାଙ୍କୁ ସାଥ ଦେବାକୁ କହିବା ବେଳେ ସେ ବିରୋଧ କରିଥିଲେ । ସାହିଦ କପୁର ଇମୋସନରେ ମ୍ରିୟମାଣ ହୋଇଉଠିଥିବା ନଜରକୁ ଆସିଥିଲେ । ସାହିଦ କହିଛନ୍ତି ଏହି ସିନ ଅନେକ ଲୋକଙ୍କୁ ପସନ୍ଦ ଆସିବ । ୧୫ବର୍ଷ ପରେ ମଧ୍ୟ ଦର୍ଶକ ଏହି ସିନ ଦେଖିବାକୁ ଚାହିଁବେ । 

  • Tags:

Subscribe

National International State Sports Entertainment