ନୂଆ ଦିଲ୍ଲୀ:୨୦୨୬-୨୭ ଶିକ୍ଷା ବର୍ଷ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ନ୍ୟୁ ଲାଙ୍ଗୁଏଜ୍ ପଲିସି ବା ନୂତନ ଭାଷା ନୀତି ଲାଗୁ ହେବ ନାହିଁ । ସିବିଏସଇ ସୋମବାର ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି । ଯେଉଁଥିରେ ଚଳିତ ଶିକ୍ଷା ବର୍ଷ ପାଇଁ ଦଶମ ପିଲା କୌଣସି ତୃତୀୟ ଭାଷା ପଢ଼ିବେ ନାହିଁ ।
Read More >